MuliaSmarak ମୂଳିଆସ୍ମାରକ
Company

MuliaSmarak ମୂଳିଆସ୍ମାରକ

Non-Profit Organizations Bellaguntha, Odisha, In 3 employees
Employees
3
Contacts
1
Emails
1
Phones
1

MuliaSmarak ମୂଳିଆସ୍ମାରକ Overview

Headquarters
Bellaguntha, Odisha, In
Industry
Non-Profit Organizations
Employees
3
Founded
2019

About MuliaSmarak ମୂଳିଆସ୍ମାରକ

MuliaSmarak - Mulia Sahu Memorial Scholarship | ମୂଳିଆସ୍ମାରକ - ମୂଳିଆ ସାହୁ ସ୍ମାରକ ଛାତ୍ରବୃତ୍ତି | A Personal Social Responsibility (PSR) initiative by Dr. Damodar Sahu and his family to support on education to the underprivileged students of Bellaguntha, Ganjam District of Odisha, India 🇮🇳 ଉପଯୁକ୍ତ ଶିକ୍ଷା ଏକ ବିକାଶ ମୂଳକ ସମାଜ ଗଠନ କରିଥାଏ । ଏକ ନ୍ୟାୟସଙ୍ଗତ ସମାନତାଯୁକ୍ତ ସମାଜର ବିକାଶ ତଥା ରାଷ୍ଟ୍ରୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ଗୁରୁତ୍ଵପୂର୍ଣ୍ଣ। ଗୁଣାତ୍ମକ ଶିକ୍ଷା ପାଇଁ ସାର୍ବଜନୀନ ସୁଯୋଗ ସୃଷ୍ଟି କରିବା, ମେଧାବୀ ଛାତ୍ରଙ୍କୁ ଭବିଷ୍ୟତର ଆର୍ଥିକ ବିକାଶ ଓ ସର୍ବୋତ୍ତମ ମାନର ଶିକ୍ଷା ପାଇଁ ପ୍ରସ୍ତୁତ କରିବା ମୂଳିଆ ସ୍ମାରକ ଏକ ମାଧ୍ୟମ ମାତ୍ର । ଅର୍ଥାଭାବରୁ କୌଣସି ମେଧାବୀ ଛାତ୍ର କିମ୍ବା ଛାତ୍ରୀ ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଏ ଏହା ହିଁ ମୂଳିଆ ସ୍ମାରକର ପରିଭାଷା ଓ ପ୍ରଚେଷ୍ଟା । ସ୍ଵର୍ଗତ ପିତା ମୂଳିଆ ସାହୁଙ୍କ ସ୍ମୃତିରେ ଏହାକୁ ପରିକଳ୍ପନା କରିଥିଲେ ତାଙ୍କ କନିଷ୍ଠ ପୁତ୍ର ଡଃ ଦାମୋଦର ସାହୁ ଓ ତାଙ୍କ ପରିବାର । ୨୦୧୯ ମସିହା ଠାରୁ ବେଲଗୁଣ୍ଠା ଅଞ୍ଚଳରେ ଶିକ୍ଷାର ବିକାଶ ଓ ସହଯୋଗ ପାଇଁ ଜାରି ରଖିଛି ଅବିରତ ପ୍ରଚେଷ୍ଟା । ମୂଳିଆ ସ୍ମାରକର ଏହି ଶାଶ୍ଵତ ଚିନ୍ତାଧାରା ବିଗତ ବର୍ଷ ଗୁଡିକରେ ଦେଇଛି ଅନେକ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ପ୍ରୋତ୍ସାହନ। ପ୍ରତିବଦଳରେ ପାଇଛି ଆତ୍ମିକ ଆନନ୍ଦ । ଏହି ବୃତ୍ତି ଜରିଆରେ ଅନେକ ଛାତ୍ରଛାତ୍ରୀ ନିଜର ପଥ ସୁଗମ କରିଛନ୍ତି ଉଚ୍ଚ ଶିକ୍ଷା ପାଇଁ । ଏହା ଏକ ଏପରି ଛାତ୍ରବୃତ୍ତି ଯୋଜନା ଯାହା ଦଶମ ଶ୍ରେଣୀରେ ଉଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଆର୍ଥିକ ସ୍ବଚ୍ଛଳ ନଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ମୂଳିଆ ସ୍ମାରକ ବେଲଗୁଣ୍ଠା ବ୍ଲକ ସ୍ତରରେ ଥିବା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ରଖିଛି ବୃତ୍ତି ଯୋଜନା ।ଆପଣ ମାନଙ୍କ ସହଯୋଗ ଆମକୁ ଆହୁରି ଉତ୍ସାହିତ କରୁ ଏତିକି କାମନା । ଶିକ୍ଷା ଆମ ଛାତ୍ର ଭବିଷ୍ୟତର ମୂଳଦୁଆ ।ଜୟ ମା ସରସ୍ୱତୀ ! 🙏 | “Higher Education is the cornerstone of our Students Future” “Rise by Lifting Others” | “ଅନ୍ୟମାନଙ୍କୁ ଉଠାଇ ଉଠିବା ଚାଲ” Please visit http://www.muliasmarak.org/

MuliaSmarak ମୂଳିଆସ୍ମାରକ Contact Details

People in AeroLeads
3
With contact data
1
Email contacts
1
33.3% coverage
Phone contacts
1
33.3% coverage

MuliaSmarak ମୂଳିଆସ୍ମାରକ Org Chart

Sample employees and titles
Name Title Contact
Sai Damini Sahu Organisational Psychology Msc Candidate - Aspiring Consultant - Passionate About Employer Branding, Marketing, HR, and Organisational Development
View
Namita Sahu Social Entrepreneur - Building Safer Communities with AI @ Ignesa - Enabling Global Talent & Advisory @ Namriitz - 30% Profit to Social Good ❤️
View
Dr. Damodar Sahu, Phd Co-founder & Cgo - Privacy Warrior - Safeguarding Enterprise Futures with Id-privacy®: Ai-powered Privacy Platform - $1b by 2028 - Growth
Email Phone

Employees by Management Level

Individual contributor 2 profiles
Executive 1 profile

MuliaSmarak ମୂଳିଆସ୍ମାରକ Tech Stack

Data / AI 2 profiles

Compare Similar Companies to MuliaSmarak ମୂଳିଆସ୍ମାରକ